ଯାଜପୁର ଆରଟିଓ କାର୍ଯ୍ୟାଳୟରୁ ଦଲାଲ୍ ଗିରଫ…
2/03/2020 at 10:11 PM

ଯାଜପୁର୨/୩: ଯାଜପୁର ଟାଉନ ସ୍ଥାନୀୟ ଆରଟିଓ ଅଫିସ୍ରୁ ଜଣେ ଦଲାଲକୁ ପୋଲିସ୍ ଗିରଫ କରିଛି । ଗିରଫ ଦଲାଲ ହେଉଛି ବିଂଝାରପୁର ଦିଆଟିକିରି ଗ୍ରାମର ନିର୍ମଳ ଚନ୍ଦ୍ର ତ୍ରିପାଠୀ।

ସେ ଆଜି ଅଫିସ ପରିସରରେ ଥିବା ବେଳେ ଯାଜପୁର ପୋଲିସ ପହଞ୍ଚି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପରିବହନ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବା ପାଇଁ ପୂର୍ବରୁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଥିଲା ।

ଏହା ସତ୍ତ୍ୱେ କିଛି ଦଲାଲ ପୂର୍ବ ପରି ସେମାନଙ୍କ କାମ ଜାରି ରଖିଥିବା କୁହାଯାଉଛି
Related Posts
ଘରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ, ପୋଲିସ ଖୋଜୁଛି କାରଣ
28 January 2023
ଖଣ୍ଡଗିରି ପୋଲିସକୁ ସଫଳତା, ୫ ପେସାଦାର ଅପରାଧୀ ଗିରଫ
28 January 2023