suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

ଲଗାଣ ବର୍ଷାରେ ଭାସିଗଲା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

20/08/2022 at 1:05 PM

ତେଲକୋଇ ୨୦।୮: ଲଘୁଚାପଜନିତ ଲଗାଣ ବର୍ଷାରେ ଭାସିଗଲା ହୋମ୍ ପାଇପ୍ ପୋଲ । ଗାଁରୁ ଦୁଇ ସାହି ହେଲା ବିଚ୍ଛିନ୍ନ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ଜଗମୋହନପୁର ପଞ୍ଚାୟତ କାକୁଡିଅମ୍ବା ଗାଁରେ ।

ସୂଚନାଯୋଗ୍ୟ ଯେ, ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କାକୁଡିଅମ୍ବା ଗାଁଠାରୁ ବଙ୍ଗଳାସାହିକୁ ଏନଆରଜିଏସ ଯୋଜନାରେ ଚଳିତ ବର୍ଷ ରାସ୍ତା ତିଆରି ହୋଇଥିଲା ।ତେବେ ନିମ୍ନମାନର କାର୍ଯ୍ୟ ଯୋଗୁଁ ପୋଲଟି ଲଗାଣ ବର୍ଷାରେ ଭାସିଯାଇଛି । ଗାଁ ସହିତ ବଙ୍ଗଳାସାହି ଓ ଜୁଆଙ୍ଗ ସାହି ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି । ଫଳରେ ଦୁଇ ସାହିର ଲୋକଙ୍କ ଯାତାୟତରେ ବାଧା ସୃଷ୍ଟି ହେବା ସହ ଛାତ୍ରଛାତ୍ରୀ କାକୁଡିଅମ୍ବା ସ୍କୁଲକୁ ଆସିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

   Related Posts