ଭୁଷୁଡିଲା ନିର୍ମାଣାଧୀନ ବ୍ରିଜ୍‌, ଦୁଇ ମୃତ

Published By : Prameya-News7 Bureau | April 29, 2020 IST

ବଲାଙ୍ଗିର ୨୯।୦୪: ଭୁଷୁଡିଲା ନିର୍ମାଣାଧୀନ ବ୍ରଜ୍‌ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ନିକଟରେ ନିର୍ମାଣ ଚାଲିଥିବା ବ୍ରିଜ୍ ଭୁଷୁଡି ପଡିଛି । ଫଳରେ ୨ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ ।

{"id":261872,"sizeSlug":"large"}

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ସୁକତେଲ ନଦୀର ତମିଆ ମୁଦଲସର ରାସ୍ତାରେ ଥିବା ବ୍ରିଜ ଆଜି ଭୁଷୁଡି ପଡିଛି । ବ୍ରିଜଟି ଭୁଷୁଡିବା ଦ୍ୱାରା ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.