ଭାଙ୍ଗିଗଲା ନିର୍ମାଣାଧୀନ ପୋଲ, କ୍ରେନ୍ ସାହାଯ୍ୟରେ ଉଠାଇବା ବେଳେ ଖସିପଡିଲା
15/03/2023 at 10:42 AM

କେନ୍ଦ୍ରାପଡା ୧୫/୦୩ : ଭାଙ୍ଗିଗଲା ନିର୍ମାଣାଧୀନ ପୋଲ । ତେବେ ଏଥିରେ କାହାର କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ସୂଚନା ଥାଉକି, ଗୋବରୀ ନଦୀ ପାର୍ଶ୍ୱ ବାଇପାସ୍ ରାସ୍ତାରେ ନବ ନିର୍ମିତ ପୋଲଟି ଭାଙ୍ଗି ପଡିଛି ।
କ୍ରେନ ସାହାଯ୍ୟରେ ସ୍ଲାବ ଉଠିବା ବେଳେ ଭାଙ୍ଗିଯାଇଥିଲା ପୋଲ । ପ୍ରାୟ ଶହ ମିଟରରୁ ଅଧିକ ଲମ୍ବା ସ୍ଲାବ୍ଟି ଭାଙ୍ଗିପଡିଛି । ତେବେ ଏଥିରେ କାହାରି କିଛି କ୍ଷତି ହୋଇନି । ଶ୍ରମିକ ମାନେ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି ।
Related Posts
ଗେଟ୍ ଖୋଲିଲେନି ଘର ମାଲିକ, ରାତିଅଧରେ ହଟହଟା ହେଲେ ମଡେଲ
26 March 2023
ଓଭରଲୋଡିଂ ହେଲା କାଳ, ବାଲି ଗାଡିଠୁ ଆଦାୟ ହେଲା ଲକ୍ଷେ ଫାଇନ୍
26 March 2023