ବିଶ୍ୱ କ୍ରିକେଟ୍‌ରେ ହିଟ୍‌ ମ୍ୟାନ୍‌ ‘ବାଘ’, ଭୂରି ଭୂରି ପ୍ରଶଂସା କଲେ ବ୍ରେଟ୍‌ ଲି

ମୁମ୍ବାଇ ୨୦।୦୬ :  ବ୍ରେଟ୍‌ ଲି’ଙ୍କ ମୁହଁରେ ହିଟ୍‌ ମ୍ୟାନ୍‌ଙ୍କ ପ୍ରଶଂସା । ରୋହିତ ଜଣେ ଭଲ ଖେଳାଳି ଏବଂ ତାଙ୍କ ପରି ଶାନ୍ତ କ୍ରିକେଟ୍‌ର ଖୁବ୍‌ କମ୍‌ ଦେଖିବାକୁ ମିଳେ । ତେଣୁ ସେ ଜଣେ  ଭିନ୍ନ ଧରଣର ବ୍ୟାଟର ବୋଲି କହିଛନ୍ତି ଅଷ୍ଟ୍ରେଲିଆ ଏହି ଦ୍ରୁତ ବୋଲର । ବ୍ରେଟ୍‌ ଲି ଆହୁରି ମଧ୍ୟ କହିଛନ୍ତି ଯେ, ରୋହିତ ଶର୍ମା ଜଣେ ଶ୍ରେଷ୍ଠ ବ୍ୟାଟର୍‌ । ପୁଲ୍‌ ସଟ୍‌ରେ ସେ ମାଷ୍ଟର । ବର୍ତ୍ତମାନ … Continue reading ବିଶ୍ୱ କ୍ରିକେଟ୍‌ରେ ହିଟ୍‌ ମ୍ୟାନ୍‌ ‘ବାଘ’, ଭୂରି ଭୂରି ପ୍ରଶଂସା କଲେ ବ୍ରେଟ୍‌ ଲି