vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

Breaking News : News7 (18.08.2018)

18/08/2018 at 9:25 PM

1. ସନ୍ଧ୍ୟାରେ ଆଠଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣା । ଆଠଗଡ଼ ଥାନା ଅନ୍ତର୍ଗତ ଖିଣ୍ଟକଟା ଦର୍ଶନପୁର ରାସ୍ତାରେ ଏକ ବାଇକ୍ କୁ ଚାପିଦେଲା ଟ୍ରେଲର୍ । ଘଟଣା ସ୍ଥଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ । ମୃତକମାନେ ହେଲେ ନିର ସାହୁ ଓ ରିଣ୍ଟୁ ରାଉତ । ଅନ୍ୟ ୨ ଜଣେ ସ୍କୁଟି ଚାଳକ ମଧ୍ୟ ଗୁରୁତର । ଆହତଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଉତ୍ୟକ୍ତ ଲୋକେ ଟ୍ରେଲରରେ ନିଆଁ ଲଗାଇ ଦେଇଛନ୍ତି । ଆଠଗଡ଼ ନରସିଂହପୁର ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ଘଟଣା ସ୍ଥଳରେ ଦେଖାଦେଇଛି ତୀବ୍ର ଉତ୍ତେଜନା ।

2. ଗଜପତି ଗୋଷାଣି ବ୍ଲକ୍ ଲାବଣ୍ୟଗଡ଼ ଗାଁ ନିକଟରେ ଏସ୍. ପି.ଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ମାଲ୍ ବୋଝେଇ ପିକଅପ୍ ଭ୍ୟାନ୍ ସହ ଏସ୍.ପି.ଙ୍କ ଗାଡ଼ି ଧକ୍କା ହୋଇଛି । ଏସ୍.ପି.ଙ୍କ ଗାଡ଼ି ଚୁରମାର ହୋଇଯାଇଥିବା ବେଳେ, ଅଳ୍ପକେ ବର୍ତ୍ତି ଯାଇଛନ୍ତି ଏସ୍.ପି ଅମୂଲ୍ୟ ଦାସ ।

   Related Posts