Breaking News 02 : ମିଳିଲା ରତ୍ନଭଣ୍ଡାର ଚାବି
13/06/2018 at 9:21 PM

ମିଳିଲା ରତ୍ନଭଣ୍ଡାର ଚାବି। ଜିଲ୍ଲା ରେକର୍ଡ ରୁମ୍ରୁ ମିଳିଲା ଦ୍ୱିତୀୟ ଚାବି ବା ଡ୍ୟୁପ୍ଲିକେଟ ଚାବି। ଚାବି ଖୋଜିବାକୁ ଜିଲ୍ଲାପଳ ଗଠନ କରିଥିଲେ ୨ଟି ଟିମ୍ । ଘଟଣାର ଛାନଭିନ କରୁଥିଲେ ଜିଲ୍ଲାପାଳ ଅରବିନ୍ଦ ଆଗ୍ରଓ୍ୱାଲ। ଚାବି ମିଳିବା ଘଟଣା ସୁଚନା ଦେଲେ ଅରବିନ୍ଦ ଅଗ୍ରଓ୍ୱାଲ। ଏକ ମାଟିା ଜଉମୁଦ ଲଫାପାରେ ରହିଥିଲା ଚାବି। ଲଫାପାରେ ଲେଖାଅଛି “Dluplicate Key Of Ratnabhandar”.