LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

Breaking News 01 : ମିଳିଲା ରତ୍ନଭଣ୍ଡାର ଚାବି

13/06/2018 at 9:21 PM

ମିଳିଲା ରତ୍ନଭଣ୍ଡାର ଚାବି। ଜିଲ୍ଲା ରେକର୍ଡ ରୁମ୍‌ରୁ ମିଳିଲା ଦ୍ୱିତୀୟ ଚାବି ବା ଡ୍ୟୁପ୍ଲିକେଟ ଚାବି। ଚାବି ଖୋଜିବାକୁ ଜିଲ୍ଲାପଳ ଗଠନ କରିଥିଲେ ୨ଟି ଟିମ୍‌ । ଘଟଣାର ଛାନଭିନ କରୁଥିଲେ ଜିଲ୍ଲାପାଳ ଅରବିନ୍ଦ ଆଗ୍ରଓ୍ୱାଲ। ଚାବି ମିଳିବା ଘଟଣା ସୁଚନା ଦେଲେ ଅରବିନ୍ଦ ଅଗ୍ରଓ୍ୱାଲ। ଏକ ମାଟିା ଜଉମୁଦ ଲଫାପାରେ ରହିଥିଲା ଚାବି। ଲଫାପାରେ ଲେଖାଅଛି “Dluplicate Key Of Ratnabhandar”.

   Related Posts