ବୌଦ୍ଧ ୧୪/୧୦: ବୌଦ୍ଧ ବାଉଁଶୁଣି ପୋଲିସର ଅମାନବୀୟ କାଣ୍ଡ। ଅଟୋକୁ ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଲା ପୋଲିସ। ସ୍ଥାନୀୟ ବନ୍ଧାପଥର ଛକ ପାଖରେ ବାଉଁଶୁଣି ପୋଲିସ ଗାଡ଼ି ଏବଂ ଅଟୋ ମୁହାମୁହିଁ ଧକ୍କା। ଧକ୍କା ହୋଇଥିବା ଅଟୋ ଚାଳକ ଗୁରୁତର। ଗୁରୁତରଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଉତ୍ୟକ୍ତ ଲୋକମାନେ ବୌଦ୍ଧ-ବଘିଆପଡ଼ା ରାସ୍ତା ଅବରୋଧ କରିଛନ୍ତି।
ସମୁଦ୍ରକୁ ଓହ୍ଲାଇଲେ ଭାରତର ତିନି ଯୋଦ୍ଧା, ଦେଶକୁ 'ତ୍...