ବୋମିଖାଲ ଓଭରବ୍ରିଜରେ ପୁଣି ଦୁର୍ଘଟଣା ପ୍ରସଙ୍ଗ ; ପଣ୍ଡା ଇନଫ୍ରା ପ୍ରୋଜେକ୍ଟ ମାଲିକଙ୍କୁ କୋର୍ଟ ଚାଲାଣ
4/05/2018 at 7:41 AM

ଘଟଣାସ୍ଥଳରେ ଫୋରେନସିକ୍ ଟିମ୍ର ଛାନଭିନ୍
୮ ଜଣିଆ ଟିମ୍ ସ୍ଥିତିର କରୁଛନ୍ତି ଅନୁଧ୍ୟାନ
କେଉଁ ପରିସ୍ଥିତି ଦୁର୍ଘଟଣା ଘଟିଲା ସେନେଇ ଅନୁଧ୍ୟାନ କରୁଛି ଟିମ୍
ଦୁର୍ଘଟଣା ପଛରେ ଅନ୍ୟ କଣ କାରଣ ଥାଇପାରେ ସେନେଇ ତନାଘନା
ପଣ୍ଡା ଇନଫ୍ରା ପ୍ରୋଜେକ୍ଟ ମାଲିକଙ୍କୁ କୋର୍ଟ ଚାଲାଣ