Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଶ୍ରୀମନ୍ଦିର ନିକଟରେ ବୋମାମାଡ଼, ସିସିଟିଭିରେ କଏଦ୍‌ ହେଲା ଦୃଶ୍ୟ

8/11/2022 at 11:02 PM

ପୁରୀ, ୮/୧୧: ଶ୍ରୀମନ୍ଦିର ନିକଟରେ ବୋମାମାଡ। ପୁରୀ ଟାଉନଥାନା ଅର୍ନ୍ତଗତ ମାଟିମଣ୍ଡପ ସାହିର ଅଙ୍ଗାରୁଆ ଗଳିରେ ବୋମାମାଡ ହୋଇଛି। ଲଗାତାର ଦୁଇଟି ବୋମାମାଡ କରି ଫେରାର୍ ହୋଇଯାଇଛନ୍ତି ଦୁର୍ବୃତ୍ତ। ସିସିଟିଭିରେ କଏଦ୍ ହେଲା ବୋମାମାଡର ଦୃଶ୍ୟ। ବୋମାମାଡର କାରଣ ଅସ୍ପଷ୍ଟ। ଜଣେ ଦୁର୍ବୃତ୍ତକୁ ଟାଉନ ଥାନା ପୋଲିସ ଅଟକ ରଖିଥିବା ଥିବା ସୂଚନା ମିଳିଛି ।

   Related Posts