scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନିଆଳି ନୂଆଗାଁରେ ବୋମାମାଡ ; ୩ଟି ବୋମାମାଡ କରି ଦୁର୍ବୃତ୍ତ ଫେରାର

14/11/2018 at 10:12 AM

କଟକ ୧୪|୧୧:   କଟକ ଜିଲ୍ଲା ନିଆଳି ନୂଆଗାଁରେ ବୋମାମାଡ ହୋଇଛି । ବିଳମ୍ବିତ ରାତିରେ ପବିତ୍ର ସାହୁଙ୍କ ଘର ଉପରକୁ ୩ଟି ବୋମାମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ବୋମାମାଡ ହୋଇଥିବା ଅନୁମାନ କରାଯାଉଛି । ବୋମାମାଡରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

   Related Posts