ଖୋର୍ଦ୍ଧାରେ ବୋମା ମାଡ଼,ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍, ଜଣେ ଆହତ
30/04/2020 at 7:44 PM

ଖୋର୍ଦ୍ଧା୩୦/୪: ବୋମାମାଡ କରି ଡକାୟତି। ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଦିନିଆରି ଗାଁର ଘଟଣା ଗାଁରେ ପଶି ବୋମାମାଡ କରି ଲକ୍ଷାଧିକ ଟଙ୍କା ଲୁଟ୍।

୧୦ରୁ ୧୨ ଦୁର୍ବୃତ୍ତ ଗାଁରେ ପଶିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗାଁର ଯୋଗିନାଥ ମହାରଣାଙ୍କ ଘରେ ପଶି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟ୍ ହୋଇଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୋଗିନାଥ ଆହତ ହୋଇଛନ୍ତି।

Related Posts
ଯୁବକଙ୍କ ଗଳିତ ମୃତଦେହ ଠାବ, ପୋଲିସ କରୁଛି ତଦନ୍ତ
29 January 2023
ଏୟାରଲିଫ୍ଟ ହେଲେ ନବ ଦାସ, ଛାତିରେ ବାଜିଛି ଗୁଳି
29 January 2023