ଖୋର୍ଦ୍ଧାରେ ବୋମା ମାଡ଼,ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍, ଜଣେ ଆହତ

Published By : Prameya-News7 Bureau | April 30, 2020 IST

ଖୋର୍ଦ୍ଧା୩୦/୪: ବୋମାମାଡ କରି ଡକାୟତି। ଖୋର୍ଦ୍ଧା  ଜିଲ୍ଲା ବାଘମାରୀ  ଥାନା ଦିନିଆରି ଗାଁର ଘଟଣା ଗାଁରେ ପଶି ବୋମାମାଡ କରି ଲକ୍ଷାଧିକ ଟଙ୍କା ଲୁଟ୍।

{"id":262746,"width":578,"height":395,"sizeSlug":"large"}

୧୦ରୁ ୧୨ ଦୁର୍ବୃତ୍ତ ଗାଁରେ ପଶିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗାଁର ଯୋଗିନାଥ ମହାରଣାଙ୍କ ଘରେ ପଶି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟ୍ ହୋଇଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୋଗିନାଥ ଆହତ ହୋଇଛନ୍ତି।

{"id":262744,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.