oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ବାଣ ତିଆରି ବେଳେ ବିସ୍ଫୋରଣ, ଉଡିଗଲା ଘରର ଛାତ

16/08/2020 at 9:03 AM

ଖୋର୍ଦ୍ଧା ୧୬।୦୭: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା କଣ୍ଟାବାଡ ଗାଁରେ ବସ୍ଫୋରଣ ହୋଇଛି । ଗାଁର ପ୍ରସନ୍ନ ମହାପାତ୍ରଙ୍କ ଘରେ ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣର ମାତ୍ରା ଏତେ ଶକ୍ତିଶାଳୀ ଥିଲା ଯେ ଘରର ଛାତ ସମ୍ପୂର୍ଣ୍ଣ ଉଡିଯିବା ସହ ପାଇଖାନା ଘର ମଧ୍ୟ ଭାଙ୍ଗି ଯାଇଛି । ସ୍ଥାନୀୟ ଅଞ୍ଚଳରେ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ବାଣ ବିସ୍ପୋରଣର ଶଦ୍ଦ ଅନୁଭୂତ ହୋଇଥିଲା ।

ପ୍ରସନ୍ନ ଦୀର୍ଘ ବର୍ଷ ଧରି  ବେଆଇନ ଭାବେ ବାଣ ତିଆରି ଚଳାଉଥିଲେ । ଆଗକୁ ପୂଜା ଆସୁଥିବାରୁ ବାଣ ଗୁଡିକ ଏକ ଘରେ ଗଛିତ ରଖିଥିଲେ ଏବଂ କୌଣସି କାରଣରୁ ଏହି ବିସ୍ପୋରଣ ହୋଇଥିଲା । ବିସ୍ପୋରଣରେ କାହାର କିଛି କ୍ଷତିଗ୍ରସ୍ତ ହୋଇନଥିବାର ସୂଚନା ମିଳିଛି ।

   Related Posts