ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷବ ନନ୍ଦଙ୍କ ଗାଡ଼ି ଉପରକୁ ବୋମାମାଡ଼
Published By : Prameya-News7 Bureau | October 02, 2018 IST
ଖୋର୍ଦ୍ଧା ୧/୧୦: ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷବ ନନ୍ଦଙ୍କ ଗାଡ଼ି ଉପରକୁ ବୋମାମାଡ଼ । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ-ମିନିଷ୍ଟାଡିୟମଠାରେ । ବୋମାମାଡ଼ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ବୋମାମାଡ଼ରେ ଗାଡ଼ିର କାଚ ଭାଙ୍ଗି ଚୂରମାର ହୋଇଯାଇଛି । ଅଳ୍ପକେ ବର୍ତ୍ତିଲେ ପ୍ରଶାନ୍ତ ନନ୍ଦଙ୍କ ପୁଅ । ଘଟଣାସ୍ଥଳରେ ବେଗୁନିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।