ଜାମ୍ନଗର ୦୩।୦୩ : ଅନନ୍ତ ଅମ୍ବାନୀ ଏବଂ ରାଧିକ ମର୍ଚ୍ଚାଣ୍ଟଙ୍କ ପ୍ରି-ଓ୍ୱିଡିଂ କାର୍ଯ୍ୟକ୍ରମ ଗୁଜୁରାଟର ଜାମନଗରରେ ଚାଲିଛି । ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶରେ ଅନେକ କଳାକାର, କ୍ରିକେଟ୍ରଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ସବୁଠୁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ବି-ଟାଉନ୍ ହିରୋ ଏବଂ ହିରୋଇନ୍ । ତେବେ ଆସନ୍ତୁ ଜାଣିବା କେଉଁ ତାରକା କେଉଁ ଗେଟ୍ଅପ୍ ଆସିଛନ୍ତି ଜାମ୍ନଗର…
{"id":916529,"sizeSlug":"full","linkDestination":"none"}ବଲିଉଡ୍ର ପାଓ୍ୱାର କପଲ ଦୀପିକା ପାଦୁକୋନ-ରଣବୀର ସିଂହ । ଏହି ସମୟରେ ଦୀପିକା ଏକ ଗୋଲ୍ଡେନ୍ କଲ ଲେହେଙ୍ଗା ପିନ୍ଧିଥିଲେ । ଯେଉଁଥିରେ ସେ ଖୁବ୍ ସୁନ୍ଦର ଲାଗୁଥିଲେ । ସେହିପରି ଏକ ବ୍ଲାକ କଲରର ଆଉଟଫିଟ୍ ରଣବୀର ସିଂହ ବି ଖୁବ୍ ହ୍ୟାଣ୍ଡସମ୍ ଲାଗୁଥିଲେ ।
{"id":916530,"sizeSlug":"full","linkDestination":"none"}କରୀନା କପୁର ଖାନ୍ ଏବଂ ସୈଫ ଅଲ୍ଲୀ ଖାନ୍ ରୟାଲ ଲୁକ୍ରେ ଆସିଥିଲେ ନଜର । କରିନା ଏକ ନାଲି ରଙ୍ଗର ସିମରୀ ସାଢୀ ପିନ୍ଧି ଆସିଥିଲେ ନଜର । ବେବୋଙ୍କ ଏହି ଲୁକ୍ ପାର୍ଟିରେ ଖୁବ ସୁନ୍ଦର ଲାଗୁଥିଲେ ।
{"id":916531,"sizeSlug":"full","linkDestination":"none"}ଅମିର ଖାନ୍ଙ୍କ ପୂର୍ବ ପତ୍ନୀ କିରନ ରାଓ ବରିଷ୍ଠ ଅଭିନେତା ଜିତେନ୍ଦ୍ରଙ୍କ ସହିତ ଆସିଥିଲେ ନଜର । ଉଭୟ ବେଶ୍ କାଜୁଆଲ୍ ଲୁକ୍ରେ ଫଟୋ ସୁଟ୍ କରୁଥିବା ଦେଖିବାକୁ ମିଳିଥିଲା ।
{"id":916532,"sizeSlug":"full","linkDestination":"none"}ଏହି ପାର୍ଟିରେ ଶାହାରୁଖ ଖାନ୍ଙ୍କ ଲାଡ୍ଲୀ ସୁହାନା ଖାନ୍ ଏକ ବ୍ଲୁ କଲର ଶାଢୀରେ ଆସିଥିଲେ ନଜର । ସଙ୍ଗୀତ୍ ନାଇଟ୍ରେ ପୁରା ଲାଇମ୍ଲାଇଟ୍ ଥିଲେ ସୁହାନା ଖାନ୍ । ସେହିପରି ବିଗ୍ ବିଙ୍କ ନାତୁଣୀ ନଭ୍ୟା ନଭେଲୀ ମଧ୍ୟ ବହୁତ ସୁନ୍ଦର ଲାଗୁଥିଲେ । ଏକ ବ୍ରାଉନ୍ କଲର ଶାଢୀରେ ନଜର ଆସିଥିଲେ ନଭ୍ୟା । ସୁହାନା ଏବଂ ନଭ୍ୟା ଏକାସାଙ୍ଗେ ଫଟୋ ପୋଜ୍ ଦେଉଥିବାର ଆସିଥିଲେ ନଜର ।
{"id":916538,"sizeSlug":"full","linkDestination":"none"}ପାର୍ଟିରେ 'ଧଡକ୍' ଗାର୍ଲ ଜାହ୍ନବୀ କପୁରଙ୍କୁ ନିଜ ବଡ଼ ଭାଇ ଅର୍ଜୁନ କପୁରଙ୍କ ସହ ଦେଖିବାକୁ ମିଳିଥିଲା । ସଙ୍ଗୀତ ସେରିମନି ପାଇଁ ଜାହ୍ମବୀ ଏକ ପର୍ପଲ କଲର ଶାଢୀ ପିନ୍ଧିଥିଲେ । ଭାଇ ଅର୍ଜୁନ୍ ବ୍ଲାକ କଲ୍ ସୁଟ୍ରେ ଖୁବ୍ ହ୍ୟାଣ୍ଡସମ ବି ଲାଗୁଥିଲେ ।