କରୋନା ପରେ ବଲିଉଡ୍‌ର ଦମଦାର୍‌ କମ୍‌ବ୍ୟାକ୍‌, ୯ ମାସରେ ୯୩୧୫ କୋଟି ଆୟ

ନୂଆଦିଲ୍ଲୀ, ୩୦/୯: ବଲିଉଡ୍ ଇଣ୍ଡଷ୍ଟ୍ରିକୁ ସବୁଠୁ ବଡ଼ ଝଟ୍‌କା ଦେଇଥିଲା ମହାମାରୀ। କରୋନା ମହାମାରୀରେ ଲକଡାଉନ୍ ଯୋଗୁଁ ମାସ ମାସ ଧରି ବନ୍ଦ ରହିଥିଲାସିନେମା ହଲ୍। ୨୦୨୦, ୨୦୨୧ ଓ ୨୦୨୨ ବର୍ଷ ବଲିଉଡଇଣ୍ଡଷ୍ଟ୍ରିପାଇଁ ଥିଲା ନିରାଶଜନକ। କରୋନା ସମୟରେ ଅନେକ ରିଲିଜ୍ ହେବାକୁ ଥିଲାବଡବଜେଟ୍‌ର ଫିଲ୍ମ, କିନ୍ତୁ ଲକଡାଉନ୍‌ ପାଇଁ ଫିଲ୍ମ ରିଲିଜକୁ କରାଯାଇଥିଲା ସ୍ଥଗିତ। କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ବଲିଉଡ୍‌ ଫିଲ୍ମ କଲେକ୍ସନରେବହୁତ ହ୍ରାସ ଘଟିଥିଲା। ଅଧିକାଂଶ ଫିଲ୍ମ କେବଳ OTT … Continue reading କରୋନା ପରେ ବଲିଉଡ୍‌ର ଦମଦାର୍‌ କମ୍‌ବ୍ୟାକ୍‌, ୯ ମାସରେ ୯୩୧୫ କୋଟି ଆୟ