ଭାରସାମ୍ୟ ହରାଇ ଜୋରକୁ ଖସି ପଡିଲା ବୋଲେରୋ, ୫ ଗୁରୁତର
24/04/2018 at 6:11 AM

ଭାରସାମ୍ୟ ହରାଇ ଜୋରକୁ ଖସି ପଡିଲା ବୋଲେରୋ, ୫ ଗୁରୁତର
ବୌଦ୍ଧ ଗମ୍ଭାରିପଦର ଲୁଣି ଜୋରକୁ ଖସିଲା ଗାଡି
ସମସ୍ତ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର
ରୋଗୀଙ୍କୁ ନେଇ କଟକ ଯାଉଥିବା ବେଳେ ଦୁର୍ଘଟଣା
ରକ୍ସା ପଞ୍ଚାୟତ ତବଡା ଗାଁରୁ କଟକ ଯାଉଥିଲେ
ସମସ୍ତ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି
Related Posts
ସ୍କ୍ରବ ଟାଇଫସ୍ ଆତଙ୍କ ଘଟଣା, ସୁନ୍ଦରଗଡ ଗସ୍ତରେ ୬ ଜଣିଆ ମେଡିକାଲ ଟିମ୍
30 September 2023
ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ: ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ
30 September 2023
ଶେଷ ହେଲା ଜଟଣୀର ପ୍ରସିଦ୍ଧ ଗଣେଶ ପୂଜା, ପୁଣି ଆର ବରଷକୁ ଅପେକ୍ଷା
30 September 2023
ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ପଶିଲା ପାଣି, ବେଡ୍ ନଥିବାରୁ ରୋଗୀ ହନ୍ତସନ୍ତ
30 September 2023