ଗଛରେ ପିଟିହେଲା ବୋଲେରୋ; ୬ ଗୁରୁତର
15/09/2022 at 8:07 PM

ଫୁଲବାଣୀ ୧୫/୦୯: କନ୍ଧମାଳ ଜିଲ୍ଲା କ. ନୂଆଗାଁ ଥାନା ବଗାଡ଼ି ନିକଟରେ ସ୍କର୍ପିଓ ବୁଲାଣୀ ନିକଟରେ ରାସ୍ତା କଡ଼ ଶାଳ ଗଛରେ ପିଟି ହେବାରୁ ୬ ଜଣ ଗୁରୁତର ହୋଇଛନ୍ତି l ଏହି ବିଷୟରେ ଜାଣିବା ପରେ କ.ନୂଆଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ କ.ନୂଆଗାଁ ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେl ବୋଲେରୋଟି ରାଇକିଆରୁ କ. ନୂଆଗାଁ ଆସିବା ବେଳେ ଏପରି ଦୂର୍ଘଟଣା ହୋଇଛି l କ. ନୂଆଗାଁ ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଛି
Related Posts
ସ୍କୁଟିରୁ ହରିଣ ମାଂସ ଜବତ, ଜଣେ ଗିରଫ
5 February 2023
କିନ୍ନରମାନେ କରନ୍ତି ବହୁଚରା ମାତାଙ୍କ ପୂଜା, କାହିଁକି କରାଯାଏ ଏହି ପୂଜା ?
5 February 2023
ରାଉରକେଲା ଡବଲ ମର୍ଡର ଘଟଣା, ତିନି ଜଣଙ୍କୁ ଅଟକ ରଖିଛି ପୋଲିସ
5 February 2023