AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ଗଛରେ ପିଟିହେଲା ବୋଲେରୋ; ୬ ଗୁରୁତର

15/09/2022 at 8:07 PM

ଫୁଲବାଣୀ ୧୫/୦୯: କନ୍ଧମାଳ ଜିଲ୍ଲା କ. ନୂଆଗାଁ ଥାନା ବଗାଡ଼ି ନିକଟରେ ସ୍କର୍ପିଓ ବୁଲାଣୀ ନିକଟରେ ରାସ୍ତା କଡ଼ ଶାଳ ଗଛରେ ପିଟି ହେବାରୁ ୬ ଜଣ ଗୁରୁତର ହୋଇଛନ୍ତି l ଏହି ବିଷୟରେ ଜାଣିବା ପରେ କ.ନୂଆଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ କ.ନୂଆଗାଁ ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେl ବୋଲେରୋଟି ରାଇକିଆରୁ କ. ନୂଆଗାଁ ଆସିବା ବେଳେ ଏପରି ଦୂର୍ଘଟଣା ହୋଇଛି l କ. ନୂଆଗାଁ ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଛି

   Related Posts