ବୌଦ୍ଧ ୨୪/୧ : ଭାରସାମ୍ୟ ହରାଇ ଗଛକୁ ପିଟିଲା ବୋଲେରୋ | ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବାବେଳେ ୨ ଗୁରୁତର ଅଛନ୍ତି | ବୌଦ୍ଧ ରାଧାନଗର ଛକ ନିକଟରେ ଦୁର୍ଘଟଣା ହୋଇଛି | ମୃତକ ହେଲେ ଜିଲ୍ଲା କୃଷି ଉପନିର୍ଦେଶକ ମନୋରଞ୍ଜନ ମଲ୍ଲିକ | ଗୁରୁତରଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି | ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଚଳାଇଛି |
{"id":77414}