ନିମାପଡା ଆଳିଶ ଛକରେ ଗଛରେ ପିଟିହେଲା ବୋଲେରୋ;୯ ଆହତ,୨ ଆହତ
12/05/2018 at 5:21 AM

ନିମାପଡା ଆଳିଶ ଛକରେ ଗଛରେ ପିଟିହେଲା ବୋଲେରୋ, ୯ ଆହତ । ଆହତଙ୍କୁ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ବର ସ୍ଥାନାନ୍ତର । ସମସ୍ତ ଆହତ ବ୍ରହ୍ମପୁର ଅଞ୍ଚଳର । ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସୁଥିବାବେଳେ ଦୁର୍ଘଟଣା ହୋଇଛି ।
Related Posts
କାଳବୈଶାଖୀ ପ୍ରଭାବରେ ବଜ୍ରପାତ, ଜଳିଗଲା ୭ ବଖରା ଘର
2 June 2023