ବୋଲେରୋ ଏବଂ ବାଇକ ଧକ୍କା : ୫ ଗୁରୁତର
8/07/2019 at 10:37 AM

ବାଲେଶ୍ବର ୮/୭: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ୍ କମର୍ଦ୍ଦା ଥାନା ଅନ୍ତର୍ଗତ କଣ୍ଠାଳିଆ ଛକରେ ବୋଲେରୋ ଏବଂ ବାଇକ ଧକ୍କା ହେବା ଫଳରେ ବୋଲେରୋଟି ରାସ୍ତା ତଳକୁ ଖସିବାରୁ ବୋଲେରୋରେ ଥିବା ୨ ଜଣ ଗୁରୁତର ଏବଂ ବାଇକ୍ ରେ ଥିବା ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଜଳେଶ୍ବର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିଆଯାଇଥିବାବେଳେ ୩ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ବାଲେଶ୍ବର ସ୍ଥାନାନ୍ତରିତ କରାଯାଇଛି।

Related Posts
ଗୁଣି ଗାରେଡ଼ି ସନ୍ଦେହରେ ମରଣାନ୍ତକ ଆକ୍ରମଣ; ଜଣେ ଆହତ
29 May 2023