Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଫସିରପ୍ ଜବତ, ବେଆଇନ ଚାଲାଣ ବେଳେ ଧରିଲା ବଲାଙ୍ଗୀର ପୋଲିସ

18/09/2023 at 11:07 AM

ବଲାଙ୍ଗୀର ୧୮/୦୯: କଫ୍‌ସିରପ୍ ଜବତ ହେବା ସହ ୧୮ ଅଭିଯୁକ୍ତ ଗିରଫ । ଏହାସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର କଫ୍‌ସିରପ ବୋତଲ ବି ଜବତ ହୋଇଛି । ସେମାନଙ୍କ ମଧ୍ୟରୁ ଚାଲାଣରେ ସାମିଲ ୮ ଜଣ ଓ ବ୍ୟବସାୟ କରୁଥିବା ୧୦ ଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ ।

ସୂଚନା ଥାଉକି, ଗତ କିଛିଦିନ ହେବ ଏଠାରେ ବେଆଇନ୍ ଭାବେ ଚାଲିଛି କଫ୍‌ସିରପ୍ କାରବାର । ତେବେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିଲା । ଏହି ଚଢାଉରେ ପୋଲିସକୁ ସଫଳତା ମିଳିଥିଲା । ୧୭ ଶହ ବୋତଲ କଫସିରଫ ଜବତ କରିବା ସହ ବ୍ୟବହୃତ ୩ଟି ବାଇକ ଦୁଇଟି କାର ଜବତ କରିଛି ପୋଲିସ । ଘଟଣାରେ ୧୮ ଜଣ ଗିରଫ ।

you can also read….

   Related Posts