oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ବଲାଙ୍ଗିରରେ ପୋଲିସ-ମାଓବାଦୀ ଗୁଳି ବିନିମୟ ଘଟଣାରେ ଡିଆଇଜି ସତ୍ୟବ୍ରତ ଭୋଇଙ୍କ ପ୍ରେସମିଟ୍

13/05/2018 at 8:35 AM

ବଲାଙ୍ଗିରରେ ପୋଲିସ-ମାଓବାଦୀ ଗୁଳି ବିନିମୟ ଘଟଣାରେ ପଶ୍ଚିମାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କ ପ୍ରେସମିଟ୍ :
ପୋଲିସ ଗୁଳିରେ ଦୁଇ ମାଓବାଦୀ ନିହତ ହୋଇଛନ୍ତି …
ମୃତ ମାଓବାଦୀ- ରାକେଶ ଏବଂ ସଞ୍ଜୁ ଓରଫ ସଞ୍ଜୀବ…
ଉଭୟ ଛତିଶଗଡ ଅଞ୍ଚଳର …
ରାକେଶର ଘର ସୁକମା ଜିଲ୍ଲା ଜାଗୁରମୁଣ୍ଡା ପଞ୍ଚାୟତ ପୂଆର୍ତ୍ତି ଗାଁରେ …
ଦୁହେଁ ବରଗଡ-ବଲାଙ୍ଗିର ମହାସମୁନ୍ଦ ଡିଭିଜନ ପାଇଁ କାମ କରୁଥିଲେ …
ସ୍ଥାନୀୟ ଅଞ୍ଚଳରେ ୮-୧୦ ସଶସ୍ତ୍ର ମାଓବାଦୀ ଲୁଚିଥିବା ସନ୍ଦେହ …
ଏସ୍ଓଜି ଓ ଡିଭିଏଫ୍ର ମିଳିତ ସର୍ଚ୍ଚ ଅପରେସନ ଜାରି …
ଘଟଣାସ୍ଥଳରୁ AK-47 ରାଇଫଲ, ୩ ରାଉଣ୍ଡ ଗୁଳି, ୨ଟି ମାଗାଜିନ୍ ପାଉଚ, ଇନସାସ୍ ରାଇଫଲ, ୨୪ ରାଉଣ୍ଡ ଗୁଳି, ନେଭିଗେସ କମ୍ପାସ୍, ଗୋଟିଏ ଛୁରୀ, ଦୁଇଟି ନେଲକଟର୍, ମେଡିସିନ ସେଭିଙ୍ଗ କିଟ୍ସ, ପକେଟ ଡାଇରୀ ଜବତ ହୋଇଛି …

Leave a Reply

   Related Posts