Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଲାଙ୍ଗିରରେ ପୋଲିସ-ମାଓବାଦୀ ଗୁଳି ବିନିମୟ ଘଟଣାରେ ଡିଆଇଜି ସତ୍ୟବ୍ରତ ଭୋଇଙ୍କ ପ୍ରେସମିଟ୍

13/05/2018 at 8:35 AM

ବଲାଙ୍ଗିରରେ ପୋଲିସ-ମାଓବାଦୀ ଗୁଳି ବିନିମୟ ଘଟଣାରେ ପଶ୍ଚିମାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କ ପ୍ରେସମିଟ୍ :
ପୋଲିସ ଗୁଳିରେ ଦୁଇ ମାଓବାଦୀ ନିହତ ହୋଇଛନ୍ତି …
ମୃତ ମାଓବାଦୀ- ରାକେଶ ଏବଂ ସଞ୍ଜୁ ଓରଫ ସଞ୍ଜୀବ…
ଉଭୟ ଛତିଶଗଡ ଅଞ୍ଚଳର …
ରାକେଶର ଘର ସୁକମା ଜିଲ୍ଲା ଜାଗୁରମୁଣ୍ଡା ପଞ୍ଚାୟତ ପୂଆର୍ତ୍ତି ଗାଁରେ …
ଦୁହେଁ ବରଗଡ-ବଲାଙ୍ଗିର ମହାସମୁନ୍ଦ ଡିଭିଜନ ପାଇଁ କାମ କରୁଥିଲେ …
ସ୍ଥାନୀୟ ଅଞ୍ଚଳରେ ୮-୧୦ ସଶସ୍ତ୍ର ମାଓବାଦୀ ଲୁଚିଥିବା ସନ୍ଦେହ …
ଏସ୍ଓଜି ଓ ଡିଭିଏଫ୍ର ମିଳିତ ସର୍ଚ୍ଚ ଅପରେସନ ଜାରି …
ଘଟଣାସ୍ଥଳରୁ AK-47 ରାଇଫଲ, ୩ ରାଉଣ୍ଡ ଗୁଳି, ୨ଟି ମାଗାଜିନ୍ ପାଉଚ, ଇନସାସ୍ ରାଇଫଲ, ୨୪ ରାଉଣ୍ଡ ଗୁଳି, ନେଭିଗେସ କମ୍ପାସ୍, ଗୋଟିଏ ଛୁରୀ, ଦୁଇଟି ନେଲକଟର୍, ମେଡିସିନ ସେଭିଙ୍ଗ କିଟ୍ସ, ପକେଟ ଡାଇରୀ ଜବତ ହୋଇଛି …

Leave a Reply

   Related Posts