ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଭାଇଜୁଇଁତିଆ ଲିଆ ଯୁଗାରରେ ପୂଜା ପାଉଛନ୍ତି ମାଁ ଦୁର୍ଗା, ଦେଖିବା ପାଇଁ ଭକ୍ତଙ୍କ ଭିଡ଼

3/10/2022 at 9:46 PM

ବଲାଙ୍ଗୀର, ୦୩/୧୦: ପଶ୍ଚିମ ଓଡିଶାର ଏକ ନିଆରା ପର୍ବ ଭାଇଜୁଇଁତିଆ । ଏହି ପର୍ବରେ ଭଉଣୀ ନିଜ ଭାଇ ପାଇଁ ଶୁଭମନାସୀ, ଦୀର୍ଘାୟୁ କାମନା କରି ପୂଜାକୁ ପାଳନ କରିଥାଏ । ଏଥିରେ ପୂଜା ପାଇଁ ଯାହା ସବୁ ସାମଗ୍ରୀ ବ୍ୟବହାର ହୋଇଥାଏ ତାହାକୁ ଦୁର୍ଗା ପୂଜାର ତ୍ୱରଣ ମେଢ଼ରେ ତିଆରି କରିଛନ୍ତି ବଲାଙ୍ଗୀର ସାହରେ କଳାକାର ପଡା ବୋଲାଯାଉଥିବା ଜଗନ୍ନାଥ ପଡାର କଳାକାର । ଲିଆଯୁଗାର ଭିତରେ ବିରାଜମାନ ହୋଇଛନ୍ତି ମାଁ ଦୁର୍ଗା ଓ ତାହା ଗୋଟିଏ ପରାତ ଥାଳି, ତା ହିତରେ ଲିଆଯୁଗାର, କଳସ, ଦୀପ, ନଡ଼ିଆ, ଘଣ୍ଟି, କାକୁଡି, ଦୁବ ମନ୍ଦାର ଫୁଲ ଯାହା ଭାଇଜୁଇଁ ତିଆ ପୂଜାରେ ବ୍ୟବାହର ହୋଇଥାଏ । ତାହାକୁ ନିର୍ମାଣ କରି ସଂସ୍କୃତି, କଳା ପରମ୍ପରାକୁ ପାରଦର୍ଶୀ କରିଛନ୍ତି । ଯାହାକୁ ଦେଖିବା ପାଇଁ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି ।

   Related Posts