ଭାଇଜୁଇଁତିଆ ଲିଆ ଯୁଗାରରେ ପୂଜା ପାଉଛନ୍ତି ମାଁ ଦୁର୍ଗା, ଦେଖିବା ପାଇଁ ଭକ୍ତଙ୍କ ଭିଡ଼

Published By : Prameya-News7 Bureau | October 03, 2022 IST

ବଲାଙ୍ଗୀର, ୦୩/୧୦: ପଶ୍ଚିମ ଓଡିଶାର ଏକ ନିଆରା ପର୍ବ ଭାଇଜୁଇଁତିଆ । ଏହି ପର୍ବରେ ଭଉଣୀ ନିଜ ଭାଇ ପାଇଁ ଶୁଭମନାସୀ, ଦୀର୍ଘାୟୁ କାମନା କରି ପୂଜାକୁ ପାଳନ କରିଥାଏ । ଏଥିରେ ପୂଜା ପାଇଁ ଯାହା ସବୁ ସାମଗ୍ରୀ ବ୍ୟବହାର ହୋଇଥାଏ ତାହାକୁ ଦୁର୍ଗା ପୂଜାର ତ୍ୱରଣ ମେଢ଼ରେ ତିଆରି କରିଛନ୍ତି ବଲାଙ୍ଗୀର ସାହରେ କଳାକାର ପଡା ବୋଲାଯାଉଥିବା ଜଗନ୍ନାଥ ପଡାର କଳାକାର । ଲିଆଯୁଗାର ଭିତରେ ବିରାଜମାନ ହୋଇଛନ୍ତି ମାଁ ଦୁର୍ଗା ଓ ତାହା ଗୋଟିଏ ପରାତ ଥାଳି, ତା ହିତରେ ଲିଆଯୁଗାର, କଳସ, ଦୀପ, ନଡ଼ିଆ, ଘଣ୍ଟି, କାକୁଡି, ଦୁବ ମନ୍ଦାର ଫୁଲ ଯାହା ଭାଇଜୁଇଁ ତିଆ ପୂଜାରେ ବ୍ୟବାହର ହୋଇଥାଏ । ତାହାକୁ ନିର୍ମାଣ କରି ସଂସ୍କୃତି, କଳା ପରମ୍ପରାକୁ ପାରଦର୍ଶୀ କରିଛନ୍ତି । ଯାହାକୁ ଦେଖିବା ପାଇଁ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି ।

{"id":691595,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.