ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା, ଗରମ ଡାଲି ପଡି ବୋଝିଆ ଆହତ

Published By : Prameya-News7 Bureau | May 26, 2022 IST

ପୁରୀ, ୨୬/୦୫: ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା । ଗରମ ଡାଲି ପଡି ବୋଝିଆ ଆହତ । ଚିକିତ୍ସା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡ଼ିଛି । ବୋଝ ବୋହୁଥିବା ବେଳେ ଭୋଗ ମଣ୍ଡପ ନିକଟରେ ସେ ପଡ଼ିଯାଇଥିଲେ । ଆହତ ବୋଝିଆ ହେଉଛନ୍ତି ବାଲିକେରା ଗ୍ରାମର ବିନାୟକ ମହାପାତ୍ର ।‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.