ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା, ଗରମ ଡାଲି ପଡି ବୋଝିଆ ଆହତ

26/05/2022 at 4:39 PM

ପୁରୀ, ୨୬/୦୫: ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା । ଗରମ ଡାଲି ପଡି ବୋଝିଆ ଆହତ । ଚିକିତ୍ସା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡ଼ିଛି । ବୋଝ ବୋହୁଥିବା ବେଳେ ଭୋଗ ମଣ୍ଡପ ନିକଟରେ ସେ ପଡ଼ିଯାଇଥିଲେ । ଆହତ ବୋଝିଆ ହେଉଛନ୍ତି ବାଲିକେରା ଗ୍ରାମର ବିନାୟକ ମହାପାତ୍ର ।‌

   Related Posts