ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ବଡବିଲରେ ଧୁମ୍‌ଧାମ୍‌ରେ ପାଳିତ ହୋଇଛି ବୋଇତ ବନ୍ଦାଣ ଉତ୍ସବ

23/11/2018 at 9:58 AM

କେନ୍ଦୁଝର ୨୩|୧୧:   ବଡବିଲରେ ବୋଇତ ବନ୍ଦାଣ ଉତ୍ସବ ଧୁମଧାମରେ ପାଳିତ ହୋଇଛି । ବଡି ଭୋରରୁ କାରୋ ନଦୀର କାରୁବାକୀ ଘାଟରେ ଶ୍ରଦ୍ଧାଳୁମାନେ ଏକର୍ତିତ ହୋଇ ଡଙ୍ଗା ଭସାଇବା ସହ ଓଡିଶାର ଗୌରବମୟ ନୌବାଣିଜ୍ୟ ଇତିହାସକୁ ମନେପକାଇଛନ୍ତି । କଳା କଳ୍ପନା ଅନୁଷ୍ଠାନ ପକ୍ଷରୁ ଏବର୍ଷ ୧୬ ଫୁଟର ବଇତ ପ୍ରସ୍ତୁତ କରାଯାଇଥିଲା । ମହିଳାମାନେ ପାନ, ଗୁଆ, କଉଢି ସହ ଧୁପ ଦୀପ ଦେଇ ବନ୍ଦାପନା କରିବା ପରେ ଡଙ୍ଗା ଭସାଇଥିଲେ ।

   Related Posts