ବ୍ରହ୍ମପୁର, ୧୯/୧୧: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଦିନରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଏ । ଗୋପାଳପୁର ବେଳାଭୂମିକୁ ସର୍ବସାଧାରଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । କିନ୍ତୁ ବିଭିନ୍ନ ପୋଖରୀରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ପୋଖରୀରେ ପୁରୁଷ- ମହିଳା ଏକତ୍ରିତ ହୋଇ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥିବା ଦେଖିବାକୁ ମିଳିଛି । ।
୯ ମାସ ପରେ ବରିଷ୍ଠ ନେତାଙ୍କ ଘର ବାହୁଡା, କହିଲେ ମନ୍ଦ...
