ଭୁଷଣ୍ଡପୁର ଅଘଟଣ: ଗାଁରେ ପହଞ୍ଚିଲା ୪ ମୃତଦେହ
6/03/2023 at 8:42 PM

ଟାଙ୍ଗୀ ୦୬/୦୩: ଭୁଷଣ୍ଡପୁର ବାଣ ବିସ୍ଫୋରଣରେ ମୃତ ୪ ଜଣଙ୍କ ମର ଶରୀର ଗାଁରେ ପହଞ୍ଚିଛି। ମୃତାହତମାନଙ୍କର ଶବ ବ୍ୟବଚ୍ଛେଦ ପରେ ପୋଲିସ ସହାୟତାରେ ମୃତଦେହ ଗାଁକୁ ଅଣାଯାଇଛି। ଅନ୍ୟ ପଟେ ଏହି ବିସ୍ଫୋରଣରେ ଆହତ ହୋଇ ଚିକିତ୍ସାଧୀନ ଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।
Related Posts
ଟ୍ରେନ୍ ରହଣୀ ଦାବି, ମାର୍ଚ୍ଚ ୨୩ରେ ବେଲପାହାଡରେ ରେଳରୋକ
21 March 2023
ଗାଧୋଉଥିବାବେଳେ ବୁଡିଗଲେ ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫ ଗାର୍ଡ
21 March 2023
ସାପ୍ତାହିକ ବଜାରରେ ମହୁମାଛି ଆତଙ୍କ : ୫୦ରୁ ଅଧିକ ଆହତ, ୪ ଗୁରୁତର
21 March 2023