ଦନ୍ତା ହାତୀର ମୃତ ଦେହ ଠାବ, ଘଟଣା ସ୍ଥଳରେ ବନବିଭାଗ

Published By : Prameya-News7 Bureau | February 20, 2024 IST

କୁଚିଣ୍ଡା: ଦନ୍ତା ହାତୀର ମୃତ ଦେହ ଠାବ । ବାମରା ବନଖଣ୍ଡ ଜମନକିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ସରଡ଼ା ରାସ୍ତା ବାଲିଆମ ପର୍ବତ ନିକଟରେ ଏକ ଦନ୍ତା ହାତୀର ମୃତ ଦେହ ଠାବ ହୋଇଛି  l ତେବେ ହାତୀ ମୃତ୍ୟୁର କାରଣ ଜଣାପଡ଼ିନଥିବାବେଳେ। ଘଟଣା ସ୍ଥଳରେ ପହଞ୍ଚିଚି ବନବିଭାଗ । ହାତୀଟିର ବୟସ ୭ରୁ ୮ ବର୍ଷ ବୟସ ସୂଚନା।

Updating...

You Can Read: ଉପ-କାରାଗାରରୁ ଚମ୍ପଟ ବିଚାରାଧୀନ କଏଦୀ ଧରାପଡିଲା, କାର୍ଯ୍ୟରେ ଅବହେଳା ପାଇଁ ୨ କନେଷ୍ଟବଳ ନିଲମ୍ବିତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.