ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ

ବାଲିଗୁଡା ୫।୯: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କନ୍ଧମାଳ କୋଟଗଡ ଥାନା ଅନ୍ତର୍ଗତ ଧରାକୋଟ ପଂଚାୟତର ସାଜେଲି ଗ୍ରାମ ବିଲ ହୁଡ଼ାର ଏକ ଗଛରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି । ମୃତକ ହେଲେ ସେହି ଗାଁର ମନୋଜ ପ୍ରାଧନୀ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ସ୍ତ୍ରୀ ହତ୍ୟା ଅଭିଯୋଗ ଆଣି କୋଟଗଡ ଥାନାରେ ଏତଲା ଦାୟର କରିଥିବା ଦେଖିବାକୁ ମିଳିଛି । ଏତଲାକୁ ଆଧାର କରି … Continue reading ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ