ରେଳ ଧାରଣାରେ ପଡିଛି ୨ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ, ମିଳିନି ପରିଚୟ

Published By : Prameya-News7 Bureau | November 16, 2023 IST

କୋରାପୁଟ ୧୬।୧୧: ରେଳ ଧାରଣାରେ ପଡ଼ିଛି ଦୁଇ ଯୁବକଙ୍କ ମୃତଦେହ । କୋରାପୁଟ ଜିଲ୍ଲା ଜୟପୁର ରେଳପଥର ଜରଟି ରେଳ ଷ୍ଟେସନ ନିକଟରେ ପଡିଛି ମୃତଦେହ । ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିବା ଦେଖିବାକୁ ମିଳିଛି । ତେବେ ଏହା ଦୁର୍ଘଟଣା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ମୃତ ଯୁବକଙ୍କ  ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ପହଞ୍ଚି ଜିଆର୍‌ପି ତଦନ୍ତ ଆରମ୍ଭ କରିଛି ।

You Can Read:

wp:embed {"url":"https://www.prameyanews7.com/govt-school-clerk-caught-by-vigilance-while-taking-bribe-in-jajpur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/govt-school-clerk-caught-by-vigilance-while-taking-bribe-in-jajpur/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.