oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ଦେଶରେ ଆରମ୍ଭ ହେବ 5G ମୋବାଇଲ ସେବା, ପ୍ରଗତି ମଇଦାନରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ||

ପୋଖରୀ ମଝିରେ ଫସିଲା ଯନ୍ତ୍ର ଚାଳିତ ଡଙ୍ଗା, ୪୦ ମିନିଟ୍ ଫସି ରହିଲେ ୧୦ କର୍ମଚାରୀ

15/08/2022 at 12:44 PM

ସୋର ୧୫: ଯନ୍ତ୍ର ଚାଳିତ ଡଙ୍ଗା ଟ୍ରାଏଲ ବେଳେ ପୋଖରୀ ମଝିରେ ଅଟକିଲା l ବନ୍ୟା ହେଲେ କଣ ହେବ ଅବସ୍ଥା l ପୋଖରୀ ମଝିରେ ୧୦ କର୍ମଚାରୀଙ୍କୁ ଧରି ଡଙ୍ଗା ୪୦ ମିନିଟ୍ ଫସିଲା l ତହସିଲଦାର, କର୍ମଚାରୀ ଓ ଦମକଳ ବାହିନୀ ହଟହଟା ହୋଇଛନ୍ତି l

ସୋର ତହସିଲ ପକ୍ଷରୁ ସମ୍ଭାବ୍ୟ ବନ୍ୟା ପୂର୍ବରୁ ପୌରପାଳିକା ୧୨ ଏକର ପରିମିତ ବଡ ପୋଖରୀରେ ତହସିଲଦାର ଅଶୋକ ଦାସ ତହସିଲ ଡଙ୍ଗା ଟ୍ରାଏଲ କରୁଥିଲେ l ପୋଖରୀ ମଝିରେ ଅକାତ ପାଣିରେ ଯନ୍ତ୍ର ଚାଳିତ ଡଙ୍ଗା ଅଚଳ ହୋଇଗଲା l ତହସିଲଦାର, ଦମକଳ ବାହିନୀ କର୍ମଚାରୀ ସମେତ ୧୦ କର୍ମଚାରୀ ପୋଖରୀରେ ୪୦ ମିନିଟ୍ ଫସିଗଲେ l ପରେ ବାଉଁଶ ଯୋଗେ ଆହୁଲା ମାରୁଥିବା ବେଳେ ବାଉଁଶ ବି ଭାଙ୍ଗି ଦୁଇ ଖଣ୍ଡ ହୋଇଗଲା l କୌଣସି ପ୍ରକାରେ ଦମକଳ ବାହିନୀ ଯନ୍ତ୍ର ଚାଳିତ ଡଙ୍ଗାକୁ କୂଳକୁ ଆଣିଥିଲେ l ତାହସିଦାର ଅଶୋକ ଦାସ ଡଙ୍ଗାରୁ ଓହ୍ଲାଇ ପେଟ୍ରୋଲ ସରିଗଲା ପୁଣି ପେଟ୍ରୋଲ ଆସିବ କହିଥିଲେ l

   Related Posts