scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସାତପଡ଼ାରୁ ଜହ୍ନିକୁଦା ଯାଉଥିଲା ଭସାପୋଲ, କୁହୁଡ଼ି ଲାଗି ମଝି ଚିଲିକାରେ ଫଶିଲା

13/02/2024 at 8:58 AM

ବ୍ରହ୍ମଗିରି ୧୩।୦୨ : ମଝି ଚିଲିକାରେ ପୁଣି ଅଘଟଣ । କୁହୁଡ଼ି ପାଇଁ ପୁଣି ଚିଲିକାରେ ଫସିଲା ଭସାପୋଲ । ଏଥିରେ ଶତାଧିକ ଲୋକ ସହ ଅନେକ ବସ୍‌ ଏବଂ କାର୍‌ ଥିବା ଜଣାପଡିଛି ।

ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ୭.୩୦ରୁ ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିଲା । ଚିଲିକା ମଝିରେ ଅତ୍ୟଧିକ କୁହୁଡ଼ି ଲାଗି ଭସାପୋଲଟି ଅଟକିଥିଲା । ଆଗକୁ ଆଉ ରାସ୍ତା ଦେଖାନଯିବାରୁ ଚିଲିକା ମଝିରେ ଅଟକି ରହିଛି । ଭସାପୋଲରେ ପ୍ରାୟ ୧୦୦ରୁ ଅଧିକ ଲୋକ, କାର୍‌, ଗାଡି ଆଦି ରହିଛି ।

   Related Posts