ବ୍ରାହ୍ମଣୀ ନଦୀରେ ଡ଼ଂଗା ବୁଡ଼ି ଜଣେ ନିଖୋଜ,୪ଉଦ୍ଧାର
23/09/2018 at 9:17 PM

ସୁନ୍ଦରଗଡ଼;୨୩/୦୯-ଲହୁଣୀପଡ଼ା ଥାନା ର ଦରଜିଙ୍ଗ ନିକଟରେ ବ୍ରାହ୍ମଣୀ ନଦୀ ପାରି ହେଉଥିବାବେଳେ ହୋଲି ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡିଯିବା ଫଳରେ ଡଙ୍ଗା ରେ ଯାଉଥିବା ନିଶ୍ଚିନ୍ତପୁର ଗ୍ରାମର ବାସନ୍ତୀ ମହାନ୍ତ ନାମକ ମହିଳା ନିଖୋଜ ହୋଇଯାଇଥିବା ବେଳେ ଅନ୍ୟ ୪ଜଣ ଉଦ୍ଧାର ପାଇ ପାରିଛନ୍ତି ।ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ୪ଜଣଙ୍କୁ ଉଦ୍ଧାର କରି ଲହୁଣୀପଡ଼ା ସରକାରୀ ଚିକିତ୍ସାଳୟକୁ ପଠାଯାଇଛି।
Related Posts
ନବ ଦାସ ହତ୍ୟା ମାମଲା, ବଡ଼ମାଳ ଥାନାରେ ପୁଣି କ୍ରାଇମବ୍ରାଞ୍ଚ ଟିମ୍
2 February 2023
ପାପକ୍ଷୟ ଲୋକ ମହୋତ୍ସବ ଆରମ୍ଭ, ଅରୁଣ ମେହେରଙ୍କୁ ମିଳିଲା ପାପକ୍ଷୟ ସମ୍ମାନ
2 February 2023