ବୋଟ୍ ରେସ୍ ବେଳେ ୨୫ ମହିଳା ଯାତ୍ରୀଙ୍କୁ ନେଇ ବୁଡ଼ିଲା ଡଙ୍ଗା
3/07/2023 at 6:24 PM

ଅଲପ୍ପୁଝା: ପୁଣି ଏକ ବଡ଼ ଦୁର୍ଘଟଣା। ବୋଟ୍ ରେସ୍ ବେଳେ ବୁଡ଼ିଲା ଡଙ୍ଗା। ସୋମବାର କେରଳ ଆଲାପୁଝା ଠାରେ ଏଭଳି ଦୁର୍ଘଟଣା ଘଟିଛି। ବୁଡ଼ିଥିବା ଡଙ୍ଗାରେ ୨୫ ଯାତ୍ରୀ ଥିଲେ। ସମସ୍ତେ ପାଣିରେ ବୁଡ଼ିଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ମିଳିଥିବା ଅପ୍ଡେଟ୍ ଅନୁସାରେ ଘଟଣା ସ୍ଥଳରେ ଉଦ୍ଧାର କର୍ଯ୍ୟା ଜାରୀ ରହିଛି। ବୋଟ୍ ରେସ୍ ବନ୍ଦ କରାଯାଇଛି। କୌଣସି ମୃତାହତ ନେଇ ଖବର ଆସି ନାହିଁ।
Related Posts
ପ୍ରଥମ ଦକ୍ଷିଣ ଏସିଆ ରାଷ୍ଟ୍ର ଭାବେ ସମଲିଙ୍ଗୀ ବିବାହକୁ ଅନୁମତି ଦେଲା ନେପାଳ
29 November 2023