କାଲିମେଳାରେ ଡଙ୍ଗା ବୁଡି ୬ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
9/09/2022 at 8:30 PM

Image Courtesy : ସାଂକେତିକ
ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କୁଟୁମପାଲି ଡ଼ଙ୍ଗା ଘାଟରେ ଅଘଟଣ । ଭାରସାମ୍ୟ ହରାଇ ବୁଡ଼ିଲା ଡ଼ଙ୍ଗା । ଡ଼ଙ୍ଗା ବୁଡ଼ିରେ ୬ ଜଣ ନିଖୋଜ । MV ୭୯ ଓ ପଡ଼ିଆକୁ ସଂଯୋଗ କରୁଥିବା ପୋଟେରୁ ନଦୀରେ ହୋଇଛି ଅଘଟଣ । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023