ପରୀକ୍ଷାରେ ପ୍ରଶ୍ନପତ୍ର ତୃଟି ଅଭିଯୋଗ ପ୍ରସଙ୍ଗ, କହିଲେ ମୁଦ୍ରଣରେ ରହିଛି ତ୍ରୁଟି
18/03/2023 at 12:11 PM

କଟକ ୧୮/୦୩: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ତୃଟି ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବୋର୍ଡ ସଭାପତି । ଅଭିଯୋଗ ସମ୍ପର୍କରେ ସ୍ପଷ୍ଟୀକରଣ ରଖିଛନ୍ତି ଵୋର୍ଡ ସଭାପତି । ସେ କହିଛନ୍ତି ଏହା ‘ମୁଦ୍ରଣଜନିତ ତୃଟି । ସେଥିପାଇଁ ଏଭଳି ସମସ୍ୟା ହେଉଛି ।
ତେବେ ଏଥିପାଇଁ ମୂଲ୍ୟାୟନ ପ୍ରକ୍ରିୟାରେ ପରିଵର୍ତ୍ତନ କରାଯିଵ । ତେଣୁ ପରୀକ୍ଷାର୍ଥୀ ଏଥିପାଇଁ ଆଦୌ ଚିନ୍ତିତ ହେଵା ଅନୁଚିତ । ଆଉ ଥରେ ପରୀକ୍ଷା ହେବନି । ‘ତୃଟିକୁ ଦୃଷ୍ଟିରେ ରଖି ମୂଲ୍ୟାୟନ ପ୍ରକ୍ରିୟାରେ ପରିଵର୍ତ୍ତନ ହେଵ । ଏଠାରେ କହିରଖୁ ଯେ, ‘କୌଣସି ସ୍ଥାନରେ ପ୍ରଶ୍ନପତ୍ର ଭାଇରାଲ ହୋଇନାହିଁ ।
Related Posts
ଗୋଠଛଡ଼ା ଦନ୍ତାର ଉତ୍ପାତ, ଆକ୍ରମଣରେ ଶ୍ରୀଧର ଗୁରୁତର
28 March 2023