ହିଂସା ପ୍ରଭାବିତ ଅଞ୍ଚଳରେ ମାର୍ଚ୍ଚ ୨ରୁ ହେବ ବୋର୍ଡ ପରୀକ୍ଷା

Published By : Prameya-News7 Bureau | March 01, 2020 IST

ନୂଆଦିଲ୍ଲୀ୧/୩: ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ଯୋଗୁଁ ସ୍ଥଗିତ ଥିବା କେନ୍ଦ୍ରୀୟ ଏବଂ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦଶମ ଏବଂ ଦ୍ୱାଦଶ ପରୀକ୍ଷା ମାର୍ଚ୍ଚ ୨ ତାରିଖରୁ ଅନୁଷ୍ଠିତ ହେବ।

wp:core-embed/twitter {"url":"https://twitter.com/ANI/status/1234076070250332165?s=20","type":"rich","providerNameSlug":"twitter","className":""}
https://twitter.com/ANI/status/1234076070250332165?s=20
/wp:core-embed/twitter

ସିବିଏସ୍ଇ ଏକ ବିବୃତ୍ତି ଜାରି କରି କହିଛି ଯେ, ଦିଲ୍ଲୀର ହିଂସା ପ୍ରଭାବିତ ଅଞ୍ଚଳରେ ପରୀକ୍ଷା ଦେଇ ନ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପୁନର୍ବାର ପରୀକ୍ଷା ଦେବାକୁ ପ୍ରସ୍ତୁତି କରିଛି। ପରୀକ୍ଷାରେ ଉପସ୍ଥିତ ନଥିବା ଛାତ୍ରଛାତ୍ରୀଙ୍କ ତାଲିକା ବୋର୍ଡରେ ଉପଲବ୍ଧ କରାଇବାକୁ ସିବିଏସଇ ସ୍କୁଲ ପ୍ରଧାନଶିକ୍ଷକମାନଙ୍କୁ ଅନୁରୋଧ କରିଛି। ସୋମବାର ଠାରୁ କାର୍ଯ୍ୟସୂଚୀ ଅନୁଯାୟୀ ପରୀକ୍ଷା କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.