AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ହିଂସା ପ୍ରଭାବିତ ଅଞ୍ଚଳରେ ମାର୍ଚ୍ଚ ୨ରୁ ହେବ ବୋର୍ଡ ପରୀକ୍ଷା

1/03/2020 at 8:51 PM

ନୂଆଦିଲ୍ଲୀ୧/୩: ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ଯୋଗୁଁ ସ୍ଥଗିତ ଥିବା କେନ୍ଦ୍ରୀୟ ଏବଂ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦଶମ ଏବଂ ଦ୍ୱାଦଶ ପରୀକ୍ଷା ମାର୍ଚ୍ଚ ୨ ତାରିଖରୁ ଅନୁଷ୍ଠିତ ହେବ।

ସିବିଏସ୍ଇ ଏକ ବିବୃତ୍ତି ଜାରି କରି କହିଛି ଯେ, ଦିଲ୍ଲୀର ହିଂସା ପ୍ରଭାବିତ ଅଞ୍ଚଳରେ ପରୀକ୍ଷା ଦେଇ ନ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପୁନର୍ବାର ପରୀକ୍ଷା ଦେବାକୁ ପ୍ରସ୍ତୁତି କରିଛି। ପରୀକ୍ଷାରେ ଉପସ୍ଥିତ ନଥିବା ଛାତ୍ରଛାତ୍ରୀଙ୍କ ତାଲିକା ବୋର୍ଡରେ ଉପଲବ୍ଧ କରାଇବାକୁ ସିବିଏସଇ ସ୍କୁଲ ପ୍ରଧାନଶିକ୍ଷକମାନଙ୍କୁ ଅନୁରୋଧ କରିଛି। ସୋମବାର ଠାରୁ କାର୍ଯ୍ୟସୂଚୀ ଅନୁଯାୟୀ ପରୀକ୍ଷା କରାଯିବ।

   Related Posts