Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମଶା ଉପଦ୍ରବର କାରଣ ଖୋଜିଲା ବିଏମସି, ମଶା ତେଲ ଗୋଦାମରେ ଚଢ଼ାଉ

30/12/2022 at 12:36 PM

ଭୁବନେଶ୍ୱର ୩୦/୧୨: ରାଜଧାନୀରେ ମଶା ଉପଦ୍ରବ ପ୍ରସଙ୍ଗ । କାମ କରୁନି କି ମଶା ତେଲ । କାରଣ ଖୋଜିଲା bmc । Drone ଦ୍ୱାରା କେମିକାଲ ଚିଂଚନ ଯୋଗୁ ମଶା ମରୁଛନ୍ତି ।

ହେଲେ bmc ମଶା ତେଲରେ ମଶା ମରୁନଥିବା ଅଭିଯୋଗ ଆଣିଲେ ଖୋଦ୍ ମେୟର । ଏଥିପାଇଁ ମଶା ତେଲ ଗୋଦାମରେ ଅଚାନକ ଚଢ଼ାଉ କରାଯାଇଛି । ଏହାସହ ମଶା ତେଲ ନମୂନା ଓ ଗୁଣବତ୍ତା ଯାଞ୍ଚ ମଧ୍ୟ ହୋଇଛି । ଆହୁରି ମଧ୍ୟ Sample ସଂଗ୍ରହ କରି testing ପାଇ ପଠାଯିବ କହିଛନ୍ତି ମେୟର ।

ମଶା ତେଲ ଓ କେମିକାଲରେ ଭାଗ ମାପ ଠିକ୍ ହେଉନଥିବା ନେଇ ଅଭିଯୋଗ ଆଣିଛନ୍ତି ମେୟର । ମେୟର କହିଥିଲେ ପାଣିଆ ମଶା ତେଲ ଯୋଗୁ ମଶା ମରୁନାହାଁ । ତେବେ ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ମେୟର ।

   Related Posts