oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ସାଢେ ୧୧ ଲକ୍ଷ ଲୋକ ଆମ ପରିବାର, ସମସ୍ତେ ମିଳିମିଶି ଭୁବନେଶ୍ୱର ବିକାଶ ପାଇଁ କାମ କରିବୁ- ସୁଲୋଚନା ଦାସ

9/04/2022 at 10:59 AM

ଭୁବନେଶ୍ବର ୦୯।୦୪ : ଭୁବନେଶ୍ୱର ମହାନଗର ନିଗମର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ । ଏହାପରେ  ସେ ମଧ୍ୟ ମେୟର ଭାବେ ଦାୟିତ୍ୱ ମଧ୍ୟ ନେଇଛନ୍ତି । ବିଏମ୍‌ସିର ପ୍ରଥମ ମହିଳା ମେୟର ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ।

ତେବେ ଏହି ଅବସରରେ ସେ କହିଛନ୍ତି ଯେ,  “ସାଢେ ୧୧ ଲକ୍ଷ ଲୋକ ଆମ ପରିବାର” । ଶେଷ ଲୋକ ପର୍ଯ୍ୟନ୍ତ କିଭଳି ଆମ ଯୋଜନା ପହଞ୍ଚିବ ସେଥିପାଇଁ କାମ କରିବୁ ।  ସ୍ମାର୍ଟ ସିଟିରେ ନଂ-୧ ଯେଭଳି ବଜାୟ ରହିବ । ସେଥିପାଇଁ ସବୁ କର୍ପୋରେଟର ଏକାଠି ହୋଇ କାମ କରିବୁ । କର୍ପୋରେଟର କିଛି ବିଜେଡି, ବିଜେପି କଂଗ୍ରେସ ନୁହେଁ । ସମସ୍ତେ ମିଳିମିଶି ଭୁବନେଶ୍ବର ବିକାଶ ପାଇଁ କାମ କରିବୁ ।

ସେହିପରି ଭୁବନେଶ୍ବରରେ ଅନେକ ଐତିହାସିକ କିର୍ତ୍ତୀରାଜି ରହିଛି । ସେଗୁଡିକର କିଭଳି ରକ୍ଷଣବେକ୍ଷଣ କରିହେବ ସେନେଇ କାମ କରିବୁ  । ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ବିକାଶ ନେଇ ଯେଉଁ ପଦକ୍ଷେପ ନେଇଛନ୍ତି । ତାକୁ ଗୁରୁତ୍ବ ଦେଇ ସବୁବେଳେ କାମ କରିବୁ  । ଲୋକଙ୍କ ପାଇଁ ସର୍ବଦା କାମ କରିବୁ ।

   Related Posts