ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ପ୍ୟାକେଜ୍ ଫୁଡ୍‌ରେ ରହୁନି ମାନ୍ୟୁଫାକ୍‌ଚର ଓ ଏକ୍ସପାଏରୀ ଡେଟ୍, ବିଭିନ୍ନ ଦୋକାନରେ ଫୁଡ୍ ସେଫ୍ଟି ଅଧିକାରୀଙ୍କ ଚଢାଉ

24/08/2021 at 12:28 PM

ଭୁବନେଶ୍ବର ୨୪।୮: ପ୍ୟାକେଜ୍ ଫୁଡରେ ମାନ୍ୟୁଫାକ୍ଚର ଏବଂ ଏକ୍ସପାରୀ ଡେଟ୍‌ ଲେଖାଯାଉନଥିବା ଅଭିଯୋଗ ପରେ ବିଏମସିର ତତ୍ପରତା । ବିଏମ୍‌ସି ଫୁଡ୍ ସେଫ୍ଟି ଅଧିକାରୀଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି । ଶ୍ରୀୟା ଛକ ନିକଟ ତାରା ବେକେରୀରେ ଚାଲିଛି ଚଢାଉ ।

ଭୁବନେଶ୍ବରର ବିଭିନ୍ନ ମିଠା ଦୋକାନ ଓ ବେକରିଗୁଡିକରେ ବିକ୍ରି ହେଉଛି ବିନା ମାନ୍ୟୁଫାକ୍ଚର ଡେଟ୍ ର ପ୍ୟାକେଜ୍ ଫୁଡ୍ । ଏନେଇ ବିଏମସି ଖାଦ୍ୟ ନିରାପତ୍ତା ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ବିଭିନ୍ନ ସଙ୍ଗଠନ ।

   Related Posts