Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ବ୍ଲୁ ଲେକ୍‌ରେ ଭାସୁଛି ମୃତଦେହ, ପରିଚୟ ଅସ୍ପଷ୍ଟ

16/12/2021 at 8:22 AM

ନୀଳଗିରି ୧୬/୧୨: ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଧିନ ମିତ୍ରପୁର ଅଞ୍ଚଳରେ ଥିବା  ବ୍ଲୁ ଲେକରେ ଭାସୁଛି ମୃତଦେହ । ବ୍ଲୁ ଲେକ୍‌ର  ଗଭୀର ପାଣିରେ ଏକ ଗଳିତ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥି।

ସୂଚନାନୁସାରେ, ଗୁରୁବାର ସକାଳେ ଏଭଳି ଅଘଟଣ ଦେଖିବାକୁ ମିଳିଛି। ଏହି ସ୍ଥାନଟି ମିତ୍ରପୁର ଅଯୋଧ୍ୟା ରାସ୍ତା ପାର୍ଶ୍ଵରେ ରହିଛି । ତେବେ ଅନେକ ଦିନ ହେବ ଏହା ବିପଦ ସଂକୁଳ ଅବସ୍ଥାରେ ଅଛି । ଏଠାରେ କୌଣସି ବ୍ୟାରିକେଡ୍ ନାହିଁ । ତଥାପି ଦୈନନ୍ଦିନ ବହୁ ଲୋକ ଏଠାକୁ ବୁଲି ଆସିଥାନ୍ତି।

ବ୍ଲୁ ଲେକରେ କେହି ହୁଏତ ଖସିପଡିଥିବା ବେଳେ ଆଉ ଉପରକୁ ନଉଠିପାରି ଗଭୀର ପାଣିରେ ବୁଡି ମରିଥିବା ସନ୍ଦେହ କରାଯାଉଛି। ମୃତଦେହର ପରିଚୟ ଅସ୍ପଷ୍ଟ ଥିଲା ବେଳେ ପୋଲିସ ତଦନ୍ତ ଆରମ୍ବ କରିଛି।

   Related Posts