ସେଣ୍ଟ୍ରାଲ ରେଡକ୍ରସ୍ ଭଣ୍ଡାରରେ ରକ୍ତ ଅନିୟମିତତା ଘଟଣା, ୪ ଟେକ୍ନିସିଆନ କାର୍ଯ୍ୟରୁ ନିଲମ୍ୱିତ

କଟକ ୦୪/୦୯: କଟକ ସେଣ୍ଟ୍ରାଲ ରେଡକ୍ରସ୍ ରକ୍ତ ଭଣ୍ଡାରରେ ରକ୍ତ ଅନିୟମିତତା ଘଟଣାରେ ଚାରି ଜଣ ଟେକ୍ନିସିଆନଙ୍କୁ ନିଲମ୍ବିତ କରିଛନ୍ତିି ରେଡକ୍ରସ ରକ୍ତ ଭଣ୍ଡାର ନିର୍ଦ୍ଦେଶକ । ଏହି ଚାରି ଜଣ ଟେକ୍ନିସିଆନ ହେଲେ ରାଇକଲ ଥୋମାସ,ରଞ୍ଜନ ଦାସ, ତାପସ ମହନ୍ତ ଓ ସନ୍ଦିପ ସ୍ୱାଇଁ । ରେଡକ୍ରସ ଵ୍ଲଡ ଵ୍ୟାଙ୍କରୁ ଜଣେ ରୋଗୀଙ୍କ ସମ୍ପର୍କୀୟ ଏ ପଜିଟିଭ ରକ୍ତ ନେଇଥିଲେ। ରକ୍ତ ପାଉଚ ଉପରେ ଏ ପଜିଟିଭ ଵୋଲି ଲେଖାଯାଇଥିଲା । ସମ୍ପୃକ୍ତ ରୋଗୀଙ୍କୁ ଏହି … Continue reading ସେଣ୍ଟ୍ରାଲ ରେଡକ୍ରସ୍ ଭଣ୍ଡାରରେ ରକ୍ତ ଅନିୟମିତତା ଘଟଣା, ୪ ଟେକ୍ନିସିଆନ କାର୍ଯ୍ୟରୁ ନିଲମ୍ୱିତ