oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

କାବୁଲର ମସଜିଦରେ ଭୟଙ୍କର ବିସ୍ଫୋରଣ, ୨୦ ମୃତ, ୪୦ରୁ ଅଧିକ ଆହତ

17/08/2022 at 11:10 PM

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ବଡ ଧରଣର ବୋମା ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ଖବରରୁ ଜଣା ପଡିଛି। ପାଖାପାଖି ୪୦ ଜଣ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ କାବୁଲର ଏକ ମସଜିଦରେ ଘଟିଛି। କାବୁଲର ଏମରଜେନ୍ସି ହସ୍ପିଟାଲରେ ମୋଟ୍ ୨୭ ଜଣଙ୍କୁ ଭର୍ତ୍ତି କରାଯାଇଛି ଏବଂ ଏଥିରେ ପାଞ୍ଚ ଜଣ ଶିଶୁ ସାମିଲ୍।

ସୂଚନା ଅନୁଯାୟୀ, କାବୁଲ ସହରର ସାର ଏ କୋଟଲା ଖୈରଖାନାରେ ଏହି ବୋମା ବିସ୍ଫୋରଣ ଘଟିଛି। କାବୁଲର ସୁରକ୍ଷା ବିଭାଗ ଖାଲିଦ ଜରଦାନ ବିସ୍ଫୋରଣ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ପୂରା ଅଞ୍ଚଳକୁ ତାଲିବାନ ସିକ୍ୟୁରିଟି ଗାର୍ଡ ସିଲ୍ କରି ଦେଇଛନ୍ତି। ଆହତଙ୍କୁ କାବୁଲର ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।

   Related Posts