oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଅଧାରୁ ବନ୍ଦ ହେଲା ବ୍ୟାକ୍ ଓ୍ୱାଟର ସର୍ଭେ, କାହିଁକି ଅଟକାଇଲା ଛତିଶଗଡ ?

19/04/2022 at 9:07 AM

ସମ୍ବଲପୁର ୧୯।୦୪ : ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହୋଇଥିବା ବ୍ୟାକ୍ ଓ୍ୱାଟର ସର୍ଭେ ଅଧାରୁ ବନ୍ଦ । ନିଜ ସୀମାରେ ସର୍ଭେ ପାଇଁ ଅଟକାଇଲା ଛତିଶଗଡ ଜଳସମ୍ପଦ ବିଭାଗ । ଯାହାଫଳରେ ଅଧାରୁ ବନ୍ଦ ହେଲା ସର୍ଭେ । ହୀରାକୁଦ ଜଳଭଣ୍ଡାରରୁ ଏହି ସର୍ଭେ ଆରମ୍ଭ ହୋଇ କଲମା ଯାଏଁ ପହଞ୍ଚିଥିଲା । ହେଲେ ଛତିଶଗଡ ଜଳସମ୍ପଦ ବିଭାଗ ଏହି ଖବର ପାଇବା ପରେ ଘଟଣାସ୍ଥକୁ ଆସି ସର୍ଭେ ଅଟକାଇଛି । ଟ୍ରିବ୍ୟୁନାଲ ନିର୍ଦ୍ଦେଶରେ ଏହି ସର୍ଭେ ହେଉଥିବାବେଳେ ଛତିଶଗଡ କାହିଁକି ଅଟକାଇଲା ଓ ଏହା ପଛରେ କଣ ଉଦ୍ଦେଶ୍ୟ ରହିଛି ତାହା ବୁଝାପଡୁନାହିଁ ।

ସୂଚନାଯୋଗ୍ୟ ଯେ, ମୁମ୍ବାଇର ଏକ ପ୍ରାଇଭେଟ ସଂସ୍ଥାକୁ ଏହି ଦାୟିତ୍ୱ ମିଳିଛି । ଯାହାର ନାଁ ରହିଛି SIEAT ଇଂଜିନିୟରିଂ ପ୍ରାଇଭେଟ ଲିମିଟେଡ୍ । ହୀରାକୁଦ ଜଳଭଣ୍ଡାରର ବିସ୍ତିର୍ଣ୍ଣ ଜଳରାଶିରେ ଉପରମୁଣ୍ଡକୁ ୧୫୦ କିଲୋମିଟର ଯାଏଁ ଏହି ସର୍ଭେ ହେବାକୁ ଥିବାବେଳେ ତଳମୁଣ୍ଡରେ ୫୦ କିଲୋମଟିର ଯାଏଁ ।

ଦୁଇଟି ପଦ୍ଧତିରେ ଏହି ସର୍ଭେ ହେଉଥିଲା । ପ୍ରଥମଟି ହେଲା ସୁଖାସ୍ଥାନରେ, ଯାହାକୁ DGPS ( ଡିଫାରେନ୍ସିଆଲ ଗ୍ଲୋବାଲ ପୋଜିସନିଂ ସିଷ୍ଟମ) କୁହାଯାଉଥିବା ବେଳେ ଡ୍ରୋନ କ୍ୟାମେରା ସାହାଯ୍ୟରେ କରାଯାଉଛି । ସେହିପରି ଦ୍ୱିତୀୟଟି ହେଲା ଇକୋ ସାଉଣ୍ଡର, ଯାହା ପାଣି ଭିତରେ ସର୍ଭେ କରୁଛି ।

   Related Posts