ସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣାଶୁଣା ଷ୍ଟଣ୍ଟମ୍ୟାନ୍‌ଙ୍କ ଜୀବନ, ଏବେ ସୁଦ୍ଧା ଗଲାଣି ପରିବାର ୩ ପ୍ରାଣ

ମୁମ୍ଵାଇ ୦୭।୧୧: ହଲିଉଡ୍‌ ଫିଲ୍ମର ଷ୍ଟଣ୍ଟମ୍ୟାନ୍‌ ତାରାଜା ରାମସେସ୍‌ଙ୍କ ପରଲୋକ ହୋଇଛି । ସେ ଜର୍ଜିଆର ରାଜପଥରେ ଏକ କାର ଦୁର୍ଘଟଣାରେ ଚାଲିଯାଇଛନ୍ତି। ତାଙ୍କର ତିନି ସନ୍ତାନଙ୍କ ସହିତ ଥିଲେ, ଯେଉଁମାନେ ମୃତ୍ୟୁବରଣ କରିଛନ୍ତି । ତାରାଜା ମାର୍ବେଲ ଚଳଚ୍ଚିତ୍ର ବ୍ଲାକ୍ ପାନ୍ଥର୍ ଏବଂ ଦ ଆଭେଞ୍ଜର୍ସରେ କାମ କରିଥିଲେ। ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୩୧ ରେ ରାମସେଙ୍କ କାର ଏକ ଟ୍ରାକ୍ଟର-ଟ୍ରଲର ସହ ମୁହାଁମୁହିଁ ଧକ୍କା ହୋଇଥିଲା।, ୪୧ ବର୍ଷିୟ ରାମସେସ୍‌ ନିଜର ପାଞ୍ଚ ପିଲାଙ୍କ … Continue reading ସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣାଶୁଣା ଷ୍ଟଣ୍ଟମ୍ୟାନ୍‌ଙ୍କ ଜୀବନ, ଏବେ ସୁଦ୍ଧା ଗଲାଣି ପରିବାର ୩ ପ୍ରାଣ