ତ୍ରିରଙ୍ଗାରେ ରଙ୍ଗାୟିତ ହେଲା ବ୍ଲାକ ପାଗୋଡା, ମନୋହର ଦୃଶ୍ୟ ଦେଖି ପର୍ଯ୍ୟଟକ ଆନନ୍ଦିତ

Published By : Prameya-News7 Bureau | August 15, 2022 IST

କୋଣାର୍କ ୧୫/୦୮: ସାରା ଦେଶ ସ୍ୱାଧିନତାର ୭୬ ବର୍ଷ ଉପଲକ୍ଷେ ଆଜାଦି କା ଅମୃତ ମହୋତ୍ସବ ପାଳନ ହେଉଛି । ଏହି ଅବସରରେ ଭାରତ ପ୍ରତ୍ନତତ୍ୱ ବିଭଗ ଦ୍ୱାରା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଅଗଷ୍ଟ ୧ ତାରିଖରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପ୍ରବେଶ ଶୁକ୍ଳ ଛାଡ଼ କରଯାଇଛି ।

ସେହିପରି କୋଣାର୍କ ସୂର୍ଯ୍ୟରେ ମଧ୍ୟ୍ୟ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ସ୍ୱାଧିନତାର ୭୬ ବର୍ଷ ଉପଲକ୍ଷେ ବ୍ଲାକ ପାଗୋଡାକୁ ଗତ ସନ୍ଧ୍ୟାରେ ଆଲୋକ ଦ୍ୱାରା ତ୍ରିରଙ୍ଗା ରଙ୍ଗ ଆଲୋକରେ ରଙ୍ଗାୟିତ କରାଯାଇଛି । ଏହି ମନୋହର ଦୃଶ୍ୟ ଦେଖି ପର୍ଯ୍ୟଟକ ବେଶ ଆନନ୍ଦିତ ହୋଇଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.