ମେଣ୍ଟ ରାଜନୀତିରେ ପଡିଲା ପୂର୍ଣ୍ଣଛେଦ: ଭୁପେନ୍ଦର ସିଂଙ୍କ ସ୍ପଷ୍ଟୀକରଣ, ଏକା ଲଢ଼ିବ ବିଜେପି

ଭୁବନେଶ୍ୱର ୧୨/୦୮: ମେଣ୍ଟ ରାଜନୀତିରେ ପଡିଲା ପୂର୍ଣ୍ଣଛେଦ । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦର ସିଂଙ୍କ ସ୍ପଷ୍ଟୀକରଣ । ୨୦୨୪ରେ ଓଡ଼ିଶାରେ ସରକାର ଗଢିବ ବିଜେପି । ଶାହଙ୍କ ଗସ୍ତ ପରେ ବିଜେଡି-ବିଜେପି ସମ୍ପର୍କକୁ ନେଇ ଚାଲିଥିଲା ଚର୍ଚ୍ଚା । ଅମିତ ଶାହଙ୍କ ଓଡ଼ିଶା ଗସ୍ତ ପରେ ବିଜେଡି-ବିଜେପି ସମ୍ପର୍କକୁ ନେଇ ହୋଇଥିଲା ଚର୍ଚ୍ଚା । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦର ସିଂ ଯାଦବଙ୍କ ସ୍ପଷ୍ଟୋକ୍ତି । ୨୦୨୪ରେ ରାଜ୍ୟରେ ବିଜେପି … Continue reading ମେଣ୍ଟ ରାଜନୀତିରେ ପଡିଲା ପୂର୍ଣ୍ଣଛେଦ: ଭୁପେନ୍ଦର ସିଂଙ୍କ ସ୍ପଷ୍ଟୀକରଣ, ଏକା ଲଢ଼ିବ ବିଜେପି