ମୁଖ୍ୟମନ୍ତ୍ରୀଙ୍କ ବିଭାଗୱାରୀ ସମୀକ୍ଷା ; ସମୀକ୍ଷା ପୂର୍ବରୁ ରାଜ୍ୟ ସରକାରଙ୍କୁ ବିଜେପିର ପ୍ରଶ୍ନ
12/05/2018 at 10:20 AM

ମୁଖ୍ୟମନ୍ତ୍ରୀଙ୍କ ବିଭାଗୱାରୀ ସମୀକ୍ଷା ; ସମୀକ୍ଷା ପୂର୍ବରୁ ରାଜ୍ୟ ସରକାରଙ୍କୁ ବିଜେପିର ପ୍ରଶ୍ନ
ରାଜ୍ୟ ସରକାରଙ୍କ ଚତୁର୍ଥ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ପୂର୍ବରୁ ବିଭାଗୱାରୀ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ
ଆଜି ନଗର ଉନ୍ନୟନ,ଜଳ ସେଚନ ଓ ଦକ୍ଷତା ବିକାଶ ବିଭାଗର ସମୀକ୍ଷା କରିବେ ନବୀନ ପଟ୍ଟନାୟକ
ଏହା ପୂର୍ବରୁ ପ୍ରେସ ମିଟ କରି ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛି ବିଜେପି